ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇପାରେ ‘ଦ କେରଳ ଷ୍ଟୋରି’

ମୁମ୍ବାଇ: ‘ଦ କେରଳ ଷ୍ଟୋରି’ ଏବେ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରୁଛି। ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର କାହାଣୀକୁ ବହୁତ ପସନ୍ଦ କରୁଥିବାବେଳେ ଏବେ ଏହି ଫିଲ୍ମ ଆୟ ଦୃଷ୍ଟିରୁ ଶହେ କୋଟି କ୍ଲବରେ ସାମିଲ ମଧ୍ୟ ହୋଇସାରିଛି। ମିଳିଥିବା ସୂଚନା ମୁତାବକ ‘ଦ କେରଳ ଷ୍ଟୋରି’ ମେ ୧୨ରେ ୧୨.୩୫ କୋଟି ଟଙ୍କା ଆୟ କରିଥିଲା। ସେହିପରି ମେ ୧୩ ୧୯.୫ କୋଟି ଟଙ୍କା ସଂଗ୍ରହ କରିଛି। ଆଉ … Continue reading ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇପାରେ ‘ଦ କେରଳ ଷ୍ଟୋରି’